Download Now Banner

This browser does not support the video element.

ବୌଦ୍ଧ ସଦର: ଲକ୍ଷ୍ମଣପୁର ବୁଲାଣି ନିକଟରେ ହାଇୱା ଧକ୍କାରେ ବୁଲେଟ ଆରୋହୀଙ୍କ ମୃତ୍ୟୁ

Baudh Sadar, Boudh (Bauda) | Oct 9, 2025
ଗୁରୁବାର ଦିନ ହରଭଙ୍ଗା ବ୍ଲକ୍ ଲକ୍ଷ୍ମଣପୁର ଗ୍ରାମ ନିକଟ ବୁଲାଣି ଠାରେ ଏକ ହାଇୱା ଓ ବୁଲେଟ ମଧ୍ୟରେ ଧକ୍କା ହେବା ଫଳରେ ଘଟଣା ସ୍ଥଳରେ ବୁଲେଟ ଆରୋହୀଙ୍କ ମୃତ୍ୟୁ ହୋଇ ହୋଇ ଯାଇଛି l ମିଳିଥିବା ସୂଚନା ଅନୁଯାୟୀ ଅଯୋଧ୍ୟା ଗ୍ରାମର ଅମୂଲ୍ୟ ମହାକୁଡ କୌଣସି କାମରେ ଚାରିଛକ ଆସି ଘରକୁ ଫେରୁ ଥିବା ସମୟରେ ଚାରିଛକ- କୁସଂଗ ରାସ୍ତାର ଲକ୍ଷ୍ମଣ ପୁର ଗ୍ରାମ ନିକଟ ବୁଲାଣି ଠାରେ ସାମ୍ନାରୁ ଆସୁଥିବା ଏକ ହାଇୱା ଧକ୍କା ଦେଇଥିଲା l ଫଳରେ ବୁଲେଟ ଆରୋହୀଙ୍କ ଘଟଣା ସ୍ଥଳରେ ମୃତ୍ୟୁ ହୋଇ ଯାଇଛି l
Read More News
T & CPrivacy PolicyContact Us