Download Now Banner

This browser does not support the video element.

ଓରିଏଣ୍ଟ: କ୍ଷତିପୂରଣ ପ୍ରଦାନ ନେଇ ପ୍ରତିଶୃତି ପରେ ଝାରସୁଗୁଡା ଜିଲ୍ଲା ଗୋବିନ୍ଦପୁର ଟୋଲ ଗେଟ ନିକଟରେ କରାଯାଇଥିବା ରାସ୍ତା ରୋକ ପ୍ରତ୍ୟାହୃତ କରିଛନ୍ତି

Orient, Jharsuguda | Sep 11, 2025
କ୍ଷତିପୂରଣ ପ୍ରଦାନ ନେଇ ପ୍ରତିଶୃତି ପରେ ଝାରସୁଗୁଡା ଜିଲ୍ଲା ଗୋବିନ୍ଦପୁର ଟୋଲ ଗେଟ ନିକଟରେ କରାଯାଇଥିବା ରାସ୍ତା ରୋକ ପ୍ରତ୍ୟାହୃତ କରିଛନ୍ତି ସ୍ଥାନୀୟ ଲୋକେ l ସୂଚନା ଅନୁସାରେ ଆଜି ଏକ ଗୋଚାଲାଣକାରୀ ସ୍କର୍ପିଓ ଧକ୍କା ରେ କଦମଡ଼ିହି ର ଅନିଲ କୁମାର ପଟେଲ ଙ୍କ ମୃତ୍ୟୁ ହୋଇଥିଲା l କ୍ଷତିପୂରଣ ଦାବିରେ ଆଜି ଗୁରୁବାର ଅପରାହ୍ନ ୩ ଟା ରୁ ରାସ୍ତା ରୋକ କରାଯାଇଥିବାବେଳେ ଦୀର୍ଘ ୪ ଘଣ୍ଟା ପରେ ସନ୍ଧ୍ୟା ୭ ଟା ରେ ରାସ୍ତା ରୋକ ପ୍ରତ୍ୟାହୃତ ହୋଇଛି l
Read More News
T & CPrivacy PolicyContact Us