This browser does not support the video element.
ବୀରମହାରାଜପୁର: ରାଧାନଗର ସ୍ଥିତ କଲ୍ୟାଣ ମଣ୍ଡପ ପ୍ରକଳ୍ପର ଶୁଭ ଉଦଘାଟିତ, ଯୋଗଦେଲେ ବିଧାୟକ
Biramaharajpur, Subarnapur (Sonepur) | Sep 12, 2025
ଉଲୁଣ୍ଡା ବ୍ଲକ ଅନ୍ତର୍ଗତ ରାଧାନଗର ସ୍ଥିତ କଲ୍ୟାଣ ମଣ୍ଡପ ପ୍ରକଳ୍ପର ଶୁଭ ଉଦଘାଟିତ ଆଜି ପୂର୍ବାହ୍ନ ପ୍ରାୟ 11ଟାରେ ହୋଇଯାଇଛି l ଏହି ଉତ୍ସବକୁ ବିଧାୟକ ରଘୁନାଥ ଜଗଦଳା ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଫିତା କାଟି ଉଦଘାଟନ କରିଥିଲେ l ସମ୍ମାନିତ ଅତିଥି ଭାବରେ ବ୍ଲକ ଅଧ୍ୟଖ୍ୟା ଶାନ୍ତିଲତା ମିଶ୍ର ବିଡ଼ିଓ ଚିନ୍ମୟ ମହାନନ୍ଦ, ସରପଞ୍ଚ ସୁନିତା ସିଙ୍ଗରା, ସମିତି ସଭ୍ୟା ସୁଷମା ଭୋଇ, ନାଏବ ସରପଞ୍ଚ ନାରାୟଣ ଗହୀର ଯୋଗଦେଇଥିଲେ l ଏହି ଅବସରରେ ଅତିଥି ଗଣ ମନ୍ଦିର ଦର୍ଶନ କରିବା sah ବିଭୁ କୃପା ଲାଭ କରିଥିଲେ l