This browser does not support the video element.
ମହୁଲପାଲି: ଚାରମାଲ ଠାରେ ସରକାରୀ ଯୋଜନା କୁ ନେଇ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ
Mahulpalli, Sambalpur | Sep 20, 2025
ବାମରା ବ୍ଲକ କେଶାଇବାହାଲ ପଞ୍ଚାୟତ ଅନ୍ତର୍ଗତ ଚାରମାଲ ଠାରେ ସମ୍ବଲପୁର ସାମାଜିକ ସେବା ସନ୍ସ୍ଥା ପକ୍ଷରୁ ସରକାରୀ ଯୋଜନା ସଚେତନତା କାର୍ଯ୍ୟକାରୀ ଆୟୋଜିତ ହୋଇଯାଇଛି। ଶନିବାର ଆୟୋଜିତ ହୋଇଥିବା ଉକ୍ତ କାର୍ଯ୍ୟକ୍ରମ ଦ୍ଵାରା କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଜନ କଲ୍ୟାଣକାରୀ ଯୋଜନା ବିଷୟ ରେ ବୁଝାଇଥିଲେ। ଏବଂ କିପରି ସରକାରୀ ଯୋଜନା ର ଲାଭ ମିଳି ପାରିବ ଏନେଇ ସଚେତନ କରାଯାଇଥିଲା।