This browser does not support the video element.
ତଲସରା: ଟିକିଲି ପଡ଼ା ସଂରକ୍ଷିତ ଜଙ୍ଗଲରେ ଗୋଠ ଛଡ଼ା ଦନ୍ତାହାତୀ ଜଙ୍ଗଲ କୂଳ ଗ୍ରାମବାସୀ ଆତଙ୍କିତ
Talasara, Sundargarh | Aug 25, 2025
ସୁନ୍ଦରଗଡ଼ ଜିଲ୍ଲାର ବଡ଼ଗାଁ ବନାଞ୍ଚଳ ଅନ୍ତର୍ଗତ ଟିକିଲି ପଡ଼ା ସଂରକ୍ଷିତ ତଥା ପଟୁଆବେଡ଼ା ଗ୍ରାମ ନିକଟସ୍ଥ ଜଙ୍ଗଲ ରେ ଏକ ଗୋଠଛଡ଼ା ଦନ୍ତାହାତୀ ରହିଥିବା ବେଳେ ସଂଧ୍ୟା ନଇଁଲେ ଗାଁ ମୁହାଁ ହେଉଛି।ଯାହା ଫଳରେ ସ୍ଥାନୀୟ ଗ୍ରାମବାସୀ ମାନେ ଭୟଭୀତ ଅବସ୍ଥାରେ ରହୁଛନ୍ତି। ତେବେ ବଡ଼ଗାଁ ବନ ବିଭାଗ ଉକ୍ତ ବଣୁଆ ଦନ୍ତାହାତୀ ଉପରେ ନଜର ରଖିଥିବା ସୂଚନା ପ୍ରଦାନ କରିଛି।