Download Now Banner

This browser does not support the video element.

ଭୁବନେଶ୍ବର ମ୍ୟୁନିସିପାଲଟି କର୍ପୋରେସନ: କଂଗ୍ରେସକୁ ଫେରିବେ ଯୁବ କଂଗ୍ରେସ ଓ ଛାତ୍ର କଂଗ୍ରେସ ନେତା; ଏନେଇ କଂଗ୍ରେସ ଭବନରେ କଂଗ୍ରେସ ନେତା ନଳିନୀକାନ୍ତ ମହାନ୍ତିଙ୍କ ପ୍ରେସମିଟ

Bhubaneswar M Corp, Khordha | Aug 23, 2025
କଂଗ୍ରେସ ତୃଣମୂଳ ସ୍ତରରେ ସୁଦୃଢ଼ କରିବାପାଇଁ ଏହି କମିଟିର ସଦସ୍ୟମାନେ ସେତୁ ଭଳି କାମ କରିବେ। ଗତ କିଛିକାଳ ହେଲା କଂଗ୍ରେସ ଯେଉଁ ଯୁବବର୍ଗ ନିଷ୍କ୍ରିୟ ହୋଇଛନ୍ତି କିମ୍ବା କୌଣସି କାରଣରୁ ସୁଯୋଗ ପାଇନାହାନ୍ତି ଏବଂ ଯେଉଁମାନେ କଂଗ୍ରେସ ସଂଗଠନରୁ ଦୂରେଇ ରହିଛନ୍ତି ଓ ଅନ୍ୟଦଳରେ ଯୋଗଦେଇଛନ୍ତି, ସେମାନଙ୍କୁ ସଚେତନ କରାଇ ପୁର୍ନବାର ଦଳର ମୁଖ୍ୟସ୍ରୋତରେ ସାମିଲ କରାଇବା ଦିଗରେ ଏହି ଯୁବ ସଂଯୋଗ କମିଟିର ସଭ୍ୟସଭ୍ୟା ପରିଶ୍ରମ କରିବେ।
Read More News
T & CPrivacy PolicyContact Us