Download Now Banner

This browser does not support the video element.

ଖଲ୍ଲିକୋଟ୍: ବାଉଁଶିଆପଲ୍ଲୀ ଗ୍ରାମରେ ବିଷାକ୍ତ ସାପ କାମୁଡାରେ ରଜନୀ ଦାସଙ୍କ ମୃତ୍ୟୁ ଘଟଣା; ଜିଲ୍ଲା ରେଡ଼କ୍ରସ ପାଣ୍ଠି ରୁ ସହାୟତା ପ୍ରଦାନ

Khalikote, Ganjam | Sep 11, 2025
ଖଲ୍ଲିକୋଟ ବ୍ଲକ ଅନ୍ତର୍ଗତ ଚିକିଲି ପଞ୍ଚାୟତର ବାଉଁଶିଆପଲ୍ଲି ଗ୍ରାମରେ ସୋମବାର ବିଳମ୍ବିତ ରାତିରେ ବିଷାକ୍ତ ଚିତି ସାପ କାମୁଡ଼ାରେ ଆଇ ଓ ନାବାଳିକା ନାତୁଣୀ ଗୁରୁତର ହୋଇ ବ୍ରହ୍ମପୁର ବଡ଼ ମେଡିକାଲରେ ଚିକିତ୍ସାଧୀନ ଥିବା ବେଳେ ମଙ୍ଗଳବାର ଦିନ ଆଇ ରଜନୀ ଦାସ ଙ୍କ ମୃତ୍ୟୁ ଘଟିଥିଲା । ତେବେ ଆଜି ଦିନ ଗୋଟାଏ ସମୟରେ ଖଲ୍ଲିକୋଟ ବିଧାୟକ ପୂର୍ଣ୍ଣ ଚନ୍ଦ୍ର ସେଠୀ, ବିଡ଼ିଓ ଦେବାଶିଷ ସାମଲ ଗ୍ରାମରେ ପହଞ୍ଚି ମୃତ ରଜନୀ ଙ୍କ ପରିବାର କୁ ଜିଲ୍ଲା ରେଡ଼କ୍ରସ ପାଣ୍ଠି ରୁ ୧୦ ହଜାର ଟଙ୍କା ସହାୟତା ରାଶି ପ୍ରଦାନ କରିଛନ୍ତି ।
Read More News
T & CPrivacy PolicyContact Us