Download Now Banner

This browser does not support the video element.

କଣ୍ଟାମାଳ: ଗୁଡମେଣ୍ଡା ନିକଟରୁ ଜବତ 350 କେଜି ଗଞ୍ଜେଇକୁ କୋର୍ଟରେ ପ୍ରଦର୍ଶନ କଲା ଘଣ୍ଟାପଡା ପୋଲିସ

Kantamal, Boudh (Bauda) | Sep 6, 2025
ଶନିବାର ଦିନ ଗୁଡମେଣ୍ଡା ନିକଟରୁ ଜବତ 350 କେଜି ଗଞ୍ଜେଇକୁ କୋର୍ଟରେ ପ୍ରଦର୍ଶନ କରିଛି ଘଣ୍ଟାପଡା ପୋଲିସ l ମିଳିଥିବା ସୂଚନା ଅନୁଯାୟୀ ଗତକାଲି ଅପରାନ୍ହ ସମୟରେ ଗଞ୍ଜେଇ ଚାଲାଣ ପାଇଁ ପ୍ରସ୍ତୁତି ଚାଲିଥିବା ଖବର ପାଇ ଘଣ୍ଟାପଡା ପୋଲିସ ନାରାୟଣ ପ୍ରସାଦ ପଂଚାୟତ ଗୁଡ଼ମେଣ୍ଡା ଗ୍ରାମ ନିକଟ ଜଙ୍ଗଲରେ ଚଢାଉ କରା ଯାଇଥିଲା l ପୋଲିସ କୁ ଦେଖି ଚାଲାଣ କାରୀ ମାନେ ଫେରାର ମାରିଥିବା ବେଳେ ଗଞ୍ଜେଇକୁ ଜବତ କରି ମାଜିଷ୍ଟ୍ରେଟ୍ ସାମ୍ନାରେ ଓଜନ କରାଯିବାରୁ 350 କେଜି ଗଞ୍ଜେଇକୁ ହୋଇଥିଲା |
Read More News
T & CPrivacy PolicyContact Us