Download Now Banner

This browser does not support the video element.

ପାରଳାଖେମୁଣ୍ଡି: ଗଜପତି ସିଭିଲ୍ କୋର୍ଟରେ ପ୍ୟାନେଲ୍ ଆଇନ ଜୀବୀଙ୍କ ପାଇଁ ପ୍ରଶିକ୍ଷଣ କାର୍ୟକ୍ରମ ଆୟୋଜିତ ।

Paralakhemundi, Gajapati | Aug 21, 2025
ଗଜପତି ସିଭିଲ୍ କୋର୍ଟରେ ପ୍ୟାନେଲ୍ ଆଇନ ଜୀବୀଙ୍କ ପାଇଁ ପ୍ରଶିକ୍ଷଣ କାର୍ୟକ୍ରମ ଆୟୋଜିତ । ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସ୍ଥିତ ଗଜପତି ସିଭିଲ୍ କୋର୍ଟର ସଭାଗୃହରେ ଆଜି ଅପରାହ୍ନ 4ଟା ବେଳେ ପ୍ୟାନେଲ୍ ଆଇନଜୀବୀଙ୍କ ପାଇଁ ଏକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆୟୋଜନ କରା ଯାଇଥିଲା। ଏହି କାର୍ଯ୍ୟକ୍ରମରେ ପରିବାର ଅଦାଲତର ନ୍ୟାୟାଧୀଶ ଶ୍ରୀ ଅଶୋକ କୁମାର ପାହିଙ୍କ ଅଧ୍ୟକ୍ଷତାରେ ବିଭିନ୍ନ ଆଇନ ସମ୍ବନ୍ଧୀୟ ପ୍ରାସଙ୍ଗିକ ବିଷୟରେ ଆଲୋକ ପାତ କରିଥିଲେ ଏବଂ ପ୍ୟାନେଲ୍ ଆଇନ ଜୀବୀଙ୍କର ବୃତ୍ତିଗତ ଜ୍ଞାନକୁ ଆହୁରି ସୁଦୃଢ଼ କରିବା ପାଇଁ ମୁଲ୍ୟବାନ ମତାମତ ଦେଇଥିଲେ। ଜିଲ୍ଲା ଆଇନ ସେବା ପ୍ରାଧିକାରଣ
Read More News
T & CPrivacy PolicyContact Us