Download Now Banner

This browser does not support the video element.

ଚମ୍ପୁଆ: ବଡବିଲ ପୌରପାଳିକା ପକ୍ଷରୁ ବିକାଶମହଲ ଠାରେ ଲୋକ କଲ୍ୟାଣ ମେଳା ଅନୁଷ୍ଠିତ

Champua, Kendujhar | Sep 23, 2025
ପ୍ରଧାନମନ୍ତ୍ରୀ ସ୍ୱନିଧି ଯୋଜନାରେ ବଡବିଲ ପୌରପାଳିକା ପକ୍ଷରୁ ଆଜି ସ୍ଥାନୀୟ ବିକାଶ ମହଲ ଠାରେ ଷ୍ଟ୍ରିଟ୍ ଫୁଡ୍ ଭେଣ୍ଡରଙ୍କୁ ନେଇ ଲୋକ କଲ୍ୟାଣ ମେଳା ଅନୁଷ୍ଠିତ ହୋଇଛି। ପୌରନିର୍ବାହୀ ଅଧିକାରୀ ଶ୍ରୀ ରମେଶ ଚନ୍ଦ୍ର ନାୟକଙ୍କ ଅଧ୍ୟକ୍ଷତାରେ ଏହା ଅନୁଷ୍ଠିତ ହୋଇଥିବା ବେଳେ ଏଥିରେ ଅନ୍ୟ ଅଧିକାରୀ ଓ ସହରରେ ଥିବା ପ୍ରାୟ ସମସ୍ତ ଷ୍ଟ୍ରିଟ୍ ଫୁଡ୍ ଭେଣ୍ଡର ମଧ୍ୟ ଉପସ୍ଥିତ ରହିଥିଲେ।
Read More News
T & CPrivacy PolicyContact Us