This browser does not support the video element.
ଭଦ୍ରକ ଗ୍ରାମାଞ୍ଚଳ: ଭଦ୍ରକ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ଠାରେ ଡିଜିଟାଲ ଫାଇଲ କାରବାର ର ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ
Bhadrak Rural, Bhadrak | Sep 2, 2025
ଆଜି ଦିନ 4 ଘଟିକା ସମୟରେ ଆଭାଷୀ ଜରିଆରେ ଭଦ୍ରକ ଜିଲ୍ଲାପାଳ ଙ୍କ ଲାର୍ଯ୍ୟାଳୟ ଅସୱାନ କକ୍ଷ ଠାରେ ଓସୱାସ୍(ଡିଜିଟାଲ ଫାଇଲ କାରବାର)ର ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଥିଲା।ଏହି ଶିବିରରେ ତହସିଲ କାର୍ଯ୍ୟାଳୟ,ବ୍ଲକ୍ କାର୍ଯ୍ୟାଳୟ,ନିବନ୍ଧନ କାର୍ଯ୍ୟାଳୟ,କୋଷାଗାର କାର୍ଯ୍ୟାଳୟ,ଜିଲ୍ଲା ପରିଷଦ,ପୌରପାଳିକା କାର୍ଯ୍ୟାଳୟ କର୍ମଚାରୀ ମାନେ ନିଜ ନିଜ କାର୍ଯ୍ୟାଳୟର ଆଭାଷୀ କକ୍ଷରେ ଉପସ୍ଥିତ ରହି ପ୍ରଶିକ୍ଷଣ ଗ୍ରହଣ କରିଥିଲେ