This browser does not support the video element.
କାମାକ୍ଷାନଗର: କଙ୍କଡାହାଡ଼ ପିଛୁଳି ନାଳ ଉପରେ ଗୁରୁବାର ୧୨ଟା ୩୦ରେ ସେତୁର ଶିଳାନ୍ୟାସ କଲେ ବିଧାୟକ ବିଭୁତି ପ୍ରଧାନ
Kamakshyanagar, Dhenkanal | Sep 11, 2025
କଙ୍କଡାହାଡ଼ ପିଛୁଳି ନାଳ ଉପରେ ଗୁରୁବାର ୧୨ଟା ୩୦ରେ ସେତୁର ଶିଳାନ୍ୟାସ କଲେ ବିଧାୟକ ବିଭୁତି ପ୍ରଧାନ ।ଢେଙ୍କାନାଳ ଜିଲା କଙ୍କଡାହାଡ଼ ବ୍ଲକର ଅପହଞ୍ଚ ଇଲାକା ଏକୁଲ ସେକୁଲ ଗାଁକୁ ସଂଯୋଗ କରୁଥିବା ପିଛୁଳି ନାଳ ଉପରେ ଗ୍ରାମ୍ୟ ଉନ୍ନୟନ ବିଭାଗ ତରଫରୁ ସେତୁର ଶିଳାନ୍ୟାସ କଲେ ବିଧାୟକ ବିଭୁତି ପ୍ରଧାନ ।ଏଠାରେ ଅନୁଗୁଳ ଆରସିସିଏଫ ସଞ୍ଜୟ ସ୍ବାଇଁଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ ।