Install App
pandajitu167
This browser does not support the video element.
ବୌଦ୍ଧ ସଦର: ଜିଲ୍ଲା ଷ୍ଟାଡିଅମ ଠାରେ ଏନଏସି ନକ୍ ଆଉଟ୍ ଫୁଟବଲ ଟୁର୍ଣ୍ଣାମେଣ୍ଟ 2025 ଉଦଘାଟିତ, ଯୋଗଦେଲେ ଏନଏସି ଅଧ୍ୟକ୍ଷ
Baudh Sadar, Boudh (Bauda) | Aug 25, 2025
ସୋମବାର ବୌଦ୍ଧ ଜିଲ୍ଲା ଷ୍ଟାଡିଅମ ଠାରେ ଏନଏସି ନକ୍ ଆଉଟ୍ ଫୁଟବଲ ଟୁର୍ଣ୍ଣାମେଣ୍ଟ 2025 ଉଦଘାଟିତ ହୋଇ ଯାଇଛି l ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ବୌଦ୍ଧ ଏନଏସି ଅଧ୍ୟକ୍ଷ ମୃତ୍ୟୁଞ୍ଜୟ ମିଶ୍ର ଟୁର୍ଣ୍ଣାମେଣ୍ଟକୁ ଉଦଘାଟନ କରିଥିଲେ | ସମ୍ମାନିତ ଅତିଥି ଭାବରେ ଉପାଧ୍ୟକ୍ଷl ଶ୍ରୀମତୀ ସୁଭାଷିନି ସେଠୀ, ନିର୍ବାହୀ ଅଧିକାରୀ ସତ୍ୟ ନାରାୟଣ ପ୍ରଧାନ ଓ କାଉନ୍ସିଲର ମାନେ ଯୋଗ ଦେଇଥିଲେ |
Share
Read More News
T & C
Privacy Policy
Contact Us
Your browser does not support JavaScript!