This browser does not support the video element.
ବୌଦ୍ଧ ସଦର: ପଞ୍ଚାୟତ ଭବନ ଠାରେ ଜିଲ୍ଲା ଉନ୍ନୟନ ସଂଯୋଜନା ଓ ସମନ୍ୱୟ କମିଟି ବୈଠକ, ଯୋଗଦେଲେ ସାଂସଦ ଓ ଦୁଇ ବିଧାୟକ
Baudh Sadar, Boudh (Bauda) | Oct 10, 2025
ଶୁକ୍ରବାର ଦିନ ଜିଲ୍ଲା ପରିଷଦ ପକ୍ଷରୁ ପଞ୍ଚାୟତ ଭବନ ଠାରେ ଜିଲ୍ଲା ଉନ୍ନୟନ ସଂଯୋଜନା ଓ ସମନ୍ୱୟ କମିଟି ବୈଠକ ଅନୁଷ୍ଠିତ ହୋଇ ଯାଇଛି l କନ୍ଧମାଳ ସାଂସଦ ସୁକାନ୍ତ କୁମାର ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ବୌଦ୍ଧ ବିଧାୟକ ତଥା ସରକାରୀ ଦଳ ମୁଖ୍ୟ ସଚେତକ ସରୋଜ କୁମାର ପ୍ରଧାନ, କଣ୍ଟାମାଳ ବିଧାୟକ କନ୍ହାଇ ଚରଣ ଡାଙ୍ଗ, ଜିଲ୍ଲାପାଳ ବିଭୁତି ଭୁଷଣ ନାୟକ, ଅତିରିକ୍ତ ଜିଲ୍ଲାପାଳ ଅନିରୁଦ୍ଧ ପ୍ରଧାନ ଓ ଅନ୍ୟ ମାନେ ଉପସ୍ଥିତ ଥିଲେ l