This browser does not support the video element.
ସମ୍ବଲପୁର ମ୍ୟୁନିସିପାଲଟି: ଆସନ୍ତାକାଲି ପୁଣି ଖୋଲିବ ହୀରାକୁଦ ଜଲଭଣ୍ଡାର ର ସୁଇସ ଗେଟ
Sambalpur M, Sambalpur | Aug 22, 2025
ଆସନ୍ତାକାଲି ପୁଣି ଖୋଲିବ ହୀରାକୁଦ ଜଲଭଣ୍ଡାର ର ସୁଇସ ଗେଟ l ଉପର ମୁଣ୍ଡରୁ ପ୍ରବଳ ବନ୍ୟା ଜଳ ଆସୁଥିବାରୁ ଖୋଲିବ ହୀରାକୁଦ ଜଲଭଣ୍ଡାର ର ଗେଟ l କେତୋଟି ଗେଟ ଖୋଲିବ ସେନେଇ ସକାଳ 9 ଟା ରେ ନିଷ୍ପତି ନିଆଯିବ l ବର୍ତ୍ତମାନ ହୀରାକୁଦ ଜଲଭଣ୍ଡାର ର ଜଲସ୍ତର 618.39 ଫୁଟ ରହିଛି l ଜଲଭଣ୍ଡାର କୁ ପ୍ରତି ସେକେଣ୍ଡ ରେ 2 ଲକ୍ଷ 35 ହଜ଼ାର କ୍ୟୁସେକ ଜଳ ପ୍ରବେଶ କରୁଛି l