Download Now Banner

This browser does not support the video element.

ଭଦ୍ରକ ଗ୍ରାମାଞ୍ଚଳ: ବନ୍ତ ବ୍ଲକ ନିଳୋକ ପଞ୍ଚାୟତ ଏବଂ ଆଡିଆ ପଞ୍ଚାୟତ ରେ ଦୁଇଗୋଟି ପୂର୍ତ୍ତ ବିଭାଗ ରାସ୍ତା ଶୁଭ ଦେଲେ ବିଧାୟକ ସଞ୍ଜୀବ ମଲ୍ଲିକଙ୍କ ସମେତ ସାଂସଦ

Bhadrak Rural, Bhadrak | Sep 1, 2025
ବନ୍ତ ବ୍ଲକ ନିଳୋକ ପଞ୍ଚାୟତ ଏବଂ ଆଡିଆ ପଞ୍ଚାୟତ ରେ ଦୁଇଗୋଟି ପୂର୍ତ୍ତ ବିଭାଗ ରାସ୍ତା ଶୁଭ ଦେଲେ ବିଧାୟକ ସଞ୍ଜୀବ ମଲ୍ଲିକ ।ଭଣ୍ଡାରିପୋଖରୀ ନିର୍ବାଚନମଣ୍ଡଳୀ ବନ୍ତ ବ୍ଲକ ନିଳୋକ ପଞ୍ଚାୟତ ଏବଂ ଆଡିଆ ପଞ୍ଚାୟତ ରେ ଏହି ଦୁଇଗୋଟି ପୂର୍ତ୍ତ ବିଭାଗ ରାସ୍ତା ଶୁଭ ଦେବା ଅବସରରେ ମାନ୍ୟବର ଭଣ୍ଡାରିପୋଖରୀ ବିଧାୟକ ସଞ୍ଜୀବ ମଲ୍ଲିକ ମାନ୍ୟବର ଭଦ୍ରକ ସାଂସଦ ଅଭିମନ୍ୟୁ ସେଠି,ଭଦ୍ରକ ଜିଲ୍ଲା ପରିଷଦ ଅଧକ୍ଷ ପ୍ରଫୁଲ୍ଲ ଜେନା,ବନ୍ତ ବ୍ଲକ ଅଧକ୍ଷ ମନୋରଞ୍ଜନ ଘଡେ଼ଇ ଏବଂ ସ୍ଥାନୀୟ ନେତୃତ୍ୱ ମାନେ ଏହି କାର୍ଯ୍ୟକ୍ରମ ରେ ଯୋଗଦେଇଥିଲେ।
Read More News
T & CPrivacy PolicyContact Us