Download Now Banner

This browser does not support the video element.

ଦେବଗଡ: ଉଟୁଣିଆ ଗ୍ରାମରେ ଦନ୍ତାହାତୀ ଗଜେନ୍ଦ୍ରର ଉପଦ୍ରବ, ଆଖୁ ଚାଷ ନଷ୍ଟ

Debagarh, Debagarh (Deogarh) | Oct 9, 2025
ରିଆମାଳ ବନାଂଚଳ ପଳସମା ଫରେଷ୍ଟ ସେକ୍ସନ ଅନ୍ତର୍ଗତ ଉଟୁଣିଆ ଗ୍ରାମରେ ଦନ୍ତାହାତୀ ଗଜେନ୍ଦ୍ର ଆଜି ଉପଦ୍ରବ ଜାରି ରଖିଥିବା ଜଣାପଡିଛି । ବନବିଭାଗ ଦ୍ୱାରା ଗଜେନ୍ଦ୍ର ନାମ ଦିଆଯାଇଥିବା ଦନ୍ତା ହାତୀ ବେକରେ ଜିପିଏସ ଲଗାଯାଇ ଟ୍ରାକ କରାଯାଉଥିବା ବେଳେ ଆଜି ଦିନ ପ୍ରାୟ ୧୧ ଟାରେ ଉଟୁଣିଆ ଗାଁ ନିକଟ ଆଖୁ ବଗିଚାରେ ପଶି ଉପଦ୍ରବ ଜାରି ରଖିଛି । ସନ୍ଧ୍ୟା ପ୍ରାୟ ୭ ଟା ପର୍ଯ୍ୟନ୍ତ ଉକ୍ତ ଅଂଚଳରେ ଗଜେନ୍ଦ୍ରର ଉପଦ୍ରବ ଜାରି ରହିଥିବା ଜଣାପଡିଛି । ଫଳରେ ସଂପୃକ୍ତ ଚାଷୀର ଆଖୁ ଚାଷ ନଷ୍ଟ ହୋଇଥିବା ଜଣାପଡିଛି ।
Read More News
T & CPrivacy PolicyContact Us