Download Now Banner

This browser does not support the video element.

ଝାରସୁଗୁଡା: ଝାରସୁଗୁଡ଼ା ପାହାଡି ମନ୍ଦିର ଠାରେ ଜିଲ୍ଲା ଯୁବ କଂଗ୍ରେସର ଏକ ସମ୍ମିଳନୀ ଓ ସଂଗଠନ ସୃଜନ ଅଭିଯାନ ଅନୁଷ୍ଠିତ

Jharsuguda, Jharsuguda | Sep 8, 2025
ଝାରସୁଗୁଡା ପାହାଡି ମନ୍ଦିର ଠାରେ ଜିଲ୍ଲା ଯୁବ କଂଗ୍ରେସ ର ଏକ ସମ୍ମିଳନୀ ଏବଂ ସଂଗଠନ ଶୃଜନ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି l ଆଜି ସୋମବାର ପୂର୍ବାହ୍ନ ୧୧ ଟା ରୁ ଅପରାହ୍ନ ୨ ଟା ଯାଏଁ ଅନୁଷ୍ଠିତ ଏହି ସମ୍ମିଳନୀରେ ରାଷ୍ଟ୍ରୀୟ କଂଗ୍ରେସ ର ପୂର୍ବତନ ମହିଳା ସଭାପତି ତଥା ଓଡିଶା ପ୍ରଭାରୀ ଶୋଭା ଓଝା, ବେଲପାହାଡ ନଗରପାଳ ନିମାଇଁ ଚରଣ ପଣ୍ଡା, ମନୋଜ ଦେହେରୀ, ସସ୍ମିତା ପଣ୍ଡା ଙ୍କ ସହ ଜିଲ୍ଲା ଯୁବ କଂଗ୍ରେସ ର ସଦସ୍ୟ ମାନେ ଉପସ୍ଥିତ ଥିଲେ l
Read More News
T & CPrivacy PolicyContact Us