Download Now Banner

This browser does not support the video element.

ବୌଦ୍ଧ ସଦର: ଗୁଦୁଗୁଦା ଠାରେ ପାଣ ଗଣ୍ଡା ସମାଜ ବିକାଶ ପରିଷଦ ପକ୍ଷରୁ କେଡିକେ ହଟାଅ ସାଂଗଠନିକ ବୈଠକ

Baudh Sadar, Boudh (Bauda) | Sep 5, 2025
ଶୁକ୍ରବାର ଦିନ ବୌଦ୍ଧ ଜିଲ୍ଲା ପାଣ - ଗଣ୍ଡା ସମାଜ ବିକାଶ ପରିଷଦ ପକ୍ଷରୁ ଗୁଦୂଗୁଦା ହାଟପଦା ପ୍ରାଙ୍ଗଣରେ ସଂଗଠନର ସଭାପତି ବସନ୍ତ କୁମାର ଖୂରାଙ୍କ ଅଧ୍ୟକ୍ଷତାରେ କେଉଟ , ଧୀବର , କୈବର୍ତ୍ତ ( କେ ଡି କେ ) ହଟାଇବା ସକାଶେ ଏକ ଗୁରୁତ୍ବପୂର୍ଣ୍ଣ ସାଂଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଅନୁଗୋଳ ଜିଲ୍ଲାର ଯୁବ ସମାଜସେବୀ ଜୟରାମ ହରିପାଲ ଅତିଥି ପରିଚୟ ଏବଂ ସ୍ଵାଗତ ଭାଷଣ ଦେଇଥିବା ବେଳେ ବୌଦ୍ଧ ଜିଲ୍ଲା ସଂଗଠନର ସାଧାରଣ ସମ୍ପାଦକ ସୁଧାଂଶୁ ଡାଙ୍ଗ ବୈଠକର ଉଦ୍ଦେଶ୍ୟ ଜ୍ଞାପନ ଜ୍ଞାପନ କରିଥିଲେ |
Read More News
T & CPrivacy PolicyContact Us