Download Now Banner

This browser does not support the video element.

କଟକ ପୌରାଞ୍ଚଳ: ଜୟପୁର ଅନନ୍ତ ପ୍ରସାଦ ଗ୍ରାମର ଜଣେ ବ୍ୟକ୍ତି ବାରହା ଆକ୍ରମଣରେ ଆହତ

Cuttack M Corp PS, Cuttack | Jun 6, 2025
ବାରାହା ଆକ୍ରମଣ ରେ ଜଣେ ଆହତ । ଆହତ ବ୍ୟକ୍ତି ଜଣଙ୍କ ନରସିଂହପୁର ବ୍ଲକ ଅନ୍ତର୍ଗତ ଜୟପୁର ଅନନ୍ତ ପ୍ରସାଦ ଗ୍ରାମର ସୁବଳ ଚରଣ ନାୟକ 62 ବର୍ଷ ସୁବଳ। ଗ୍ରାମ ନିକଟସ୍ଥ ଜଙ୍ଗଲ କୁ ଦାନ୍ତକାଠି ସଂଗ୍ରହ କରିବା ପାଇଁ ଯାଇଥିବା ସମୟରେ ଗୋଟିଏ ଦନ୍ତା ବାରାହା ଆକ୍ରମଣ କରିଥିଲା। ପାଟିଶୁଣି ଏହି ସମୟରେ ନିକଟରେ ବନ୍ଧ ରେ ଗାଧଉଥିବା ବଳିଆ ନାୟକ ଦୌଡ଼ି ଆସି ସୁବଳ ଙ୍କୁ ଉଦ୍ଧାର କରିଥିଲେ। ପରେ ନରସିଂହପୁର ମେଡିକାଲ କୁ ଆଣି ଚିକିତ୍ସା କରାଯାଉଛି।
Read More News
T & CPrivacy PolicyContact Us