Install App
khabaraebeebe
This browser does not support the video element.
ଭୁବନେଶ୍ବର ମ୍ୟୁନିସିପାଲଟି କର୍ପୋରେସନ: ମଞ୍ଚେଶ୍ୱର ରେଲୱେ ଖେଳ ପଡିଆ ରୁ ଯୁବକଙ୍କ ଗଳିତ ମୃତ ଦେହ ମିଳିବା ଘଟଣା, ପରିଚୟ ପାଇଁ ପୋଷ୍ଟର ମାରିଲା ମଞ୍ଚେଶ୍ୱର ଥାନା ପୋଲିସ
Bhubaneswar M Corp, Khordha | Sep 10, 2025
ମଞ୍ଚେଶ୍ୱର ରେଲୱେ ଖେଳ ପଡିଆ ରୁ ଯୁବକଙ୍କ ଗଳିତ ମୃତ ଦେହ ମିଳିବା ଘଟଣା, ପରିଚୟ ପାଇଁ ପୋଷ୍ଟର ମାରିଲା ମଞ୍ଚେଶ୍ୱର ଥାନା ପୋଲିସ | ପରିଚୟ ଦେଲେ ମିଳିବ ପୁରସ୍କାର | 25 ହଜାର ଟଙ୍କା ଘୋଷଣା କଲା କମିସନରେଟ ପୋଲିସ | ଯିଏ ପରିଚୟ ଦେବ ତାର ନାଁ ଗୋପନ ରଖିବ ପୋଲିସ | ଜାରି ହେଲା ହ୍ଵାଟ୍ସଆପ ନମ୍ବର | ଆଜି 2.21ରେ ମଞ୍ଚେଶ୍ୱର ରେଲୱେ ଖେଳ ପଡିଆ ପାଚେରୀରେ ମୃତକଙ୍କ ପୋଷ୍ଟର ଲଗାଇଲା ପୋଲିସ | ଗତ 7ତାରିଖ ରବିବାର ଦିନ ମଞ୍ଚେଶ୍ୱର ରେଲୱେ ଖେଳ ପଡିଆରୁ ଗଳିତ ମୃତ ଦେହ ଉଦ୍ଧାର କରିଥିଲା ପୋଲିସ | ମୃତ ଦେହ ମିଳିବାର 5ଦିନ ପୂର୍ବରୁ ମୃତ୍ୟୁ ହୋଇଥିଲା |
Share
Read More News
T & C
Privacy Policy
Contact Us
Your browser does not support JavaScript!