Download Now Banner

This browser does not support the video element.

କେନ୍ଦ୍ରାପଡା: ଦେଉଳପଡ଼ା ପଞ୍ଚାୟତର ରାମକଣି ଗ୍ରାମର ଗିରିଧାରୀ ବେହେରାଙ୍କ ଗୁହାଳରେ ନିଆଁ ଲାଗି ଦୁଇଟି ଗୋମାତାଙ୍କ ମୃତ୍ୟୁ

Kendrapara, Kendrapara | Aug 24, 2025
ମହାକାଳପଡା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଦେଉଳପଡ଼ା ପଞ୍ଚାୟତର ରାମକଣି ଗ୍ରାମର ଗିରିଧାରୀ ବେହେରାଙ୍କ ଗୁହାଳରେ ନିଆଁ ଲାଗି ଦୁଇଟି ଗୋ ମାତା ମୃତ୍ୟୁ ଘଟିଛି । ସୂଚନା ପାଇ ମାନ୍ୟବର ବିଧାୟକ ଡ଼ ଦୁର୍ଗା ପ୍ରସନ ନାୟକ ସମବେଦନା ଜଣାଇବା ସହିତ କାର୍ଯ୍ୟକର୍ତ୍ତା ମାନଙ୍କୁ ଘଟଣା ସ୍ଥଳକୁ ପଠାଇଥିଲେ ଏବଂ ସରକାରୀ ସହାୟତା ଯୋଗାଇଦେବାକୁ ପ୍ରଶାସନିକ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ।
Read More News
T & CPrivacy PolicyContact Us