Download Now Banner

This browser does not support the video element.

ଟିଟିଲାଗଡ: ଟିଟିଲାଗଡ଼ ଧବଳେଶ୍ଵର ମନ୍ଦିରରେ ପ୍ରଭୁଙ୍କ ଅର୍ଦ୍ଧ ନାରେଶ୍ୱର୍ ବେଶ - ଦର୍ଶନ ପାଇଁ ଭକ୍ତଙ୍କ ପ୍ରବଳ ଭିଡ଼

Titlagarh, Balangir | Oct 6, 2025
ପବିତ୍ର ସୋମବାର ସନ୍ଧ୍ୟାରେ ଆଜି ଟିଟିଲାଗଡ଼ କୁମୁଡ଼ା ପାହାଡ ଉପରେ ଅବସ୍ଥିତ ଶ୍ରୀ ଧବଳେଶ୍ଵର ମନ୍ଦିରରେ ଭକ୍ତଙ୍କ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଥିଲା। ପ୍ରତି ସୋମବାର ଦିନ ପ୍ରଭୁ ଧବଳେଶ୍ଵରଙ୍କ ନୂତନ ନୂତନ ବେଶ କରାଯାଇଥାଏ। ତେବେ ଆଜି ସୋସିଆଲ ମିଡିଆରେ ଏହି ଅର୍ଦ୍ଧ ନାରେଶ୍ୱର ବେଶ ଦେଖିବାକୁ ମନ୍ଦିରରେ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଥିଲା। ସତରେ ମନ୍ଦିର ପରିଚାଳନା କମିଟି ସଦସ୍ୟ ମାନେ ଆଜି ଲୋକଙ୍କ ପ୍ରଶଂସାର ପାତ୍ର ହୋଇଛନ୍ତି।
Read More News
T & CPrivacy PolicyContact Us