Download Now Banner

This browser does not support the video element.

ଦେବଗଡ: ପାଚେରୀପାଣି ଗ୍ରାମରେ ଅନୁଷ୍ଠିତ ଫୁଟବଲ ଟୁର୍ଣ୍ଣାମେଂଟ ଉଦଯାପିତ, ଯୋଗଦେଲେ ବିଧାୟକ

Debagarh, Debagarh (Deogarh) | Sep 7, 2025
ବାରକୋଟ ବ୍ଲକ କାଳିଆପାଳ ଗ୍ରାମପଂଚାୟତ ଅନ୍ତର୍ଗତ ପାଚେରୀପାଣି ଗ୍ରାମରେ ମା ତାରିଣୀ ଫୁଟବଲ କ୍ଲବ ପକ୍ଷରୁ ସ୍ଥାନୀୟ ଖେଳ ପଡିଆରେ ଆୟୋଜିତ ଜିଲ୍ଲା ସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଂଟ ରବିବାର ସନ୍ଧ୍ୟା ପ୍ରାୟ ୬ ରେ ଉଦଯାପିତ ହୋଇଯାଇଛି । ମୋଟ ୧୬ ଟି ଫୁଟବଲ ଟିମକୁ ନେଇ ଆୟୋଜିତ ଏହି ଟୁର୍ଣ୍ଣାମେଂଟର ଫାଇନାଲ ମ୍ୟାଚରେ ବଡ଼କୁଦର ଫୁଟବଲ କ୍ଲବକୁ ୧-୦ ଗୋଲରେ ପରାସ୍ତ କରି ବାରକୋଟ ବ୍ଲକ କଲା ଫୁଟବଲ କ୍ଲବ ଚମ୍ପିୟାନ ହୋଇଛି।
Read More News
T & CPrivacy PolicyContact Us