Download Now Banner

This browser does not support the video element.

ପାଟଣାଗଡ: ହରିଶଙ୍କର ରେ ପ୍ରବଳ ବର୍ଷା ଝରଣା ରେ ପ୍ରବଳ ପାଣି ଭିଜୁଏଲ ଭାଇରାଲ

Patnagarh, Balangir | Sep 7, 2025
ରବିବାର ବଲାଙ୍ଗିର ଜିଲ୍ଲା ର ପ୍ରସିଦ୍ଧ ହରିଶଙ୍କର ରେ ପ୍ରବଳ ରୁ ଅତି ପ୍ରବଳ ବର୍ଷା ହୋଇଥିବା ଦେଖିବାକୁ ମିଳିଛି। ଉପରେ ମୁଣ୍ଡରେ ପ୍ରବଳ ବର୍ଷା ହେବା ଯୋଗୁ ହରିଶଙ୍କରରେ ବହୁ ଥିବା ଝରଣା ରେ ବନ୍ୟା ହେଲା ଭଳି ଦେଖା ଯାଉଛି । ସନ୍ଧ୍ୟା ୬ଟା ସମୟରେ ଥିବା କିଛି ଲୋକ ଏହି ସମୟ ର ଭିଜୁଆଲ କଏଦ କରିଥିବା ବେଳେ ପାଣି ଦେଖି ଭୟଭୀତ ମଧ୍ୟ ହୋଇଯାଇଥିଲେ। ଯାହାର ଭିଡ଼ିଓ ଭାଇରାଲ ହେଉଛି ।ପୂର୍ବରୁ ମଧ୍ୟ ଅନେକ ଥର ଏଭଳି ଦୃଶ୍ୟ ହରିଶଙ୍କର ରେ ଦେଖିବାକୁ ମିଳିଛି।
Read More News
T & CPrivacy PolicyContact Us