Download Now Banner

This browser does not support the video element.

ନୟାଗଡ: ପୁରୁଷୋତ୍ତମପୁର ଗ୍ରାମରେ ଅବକାରୀ ବିଭାଗର ଚଢ଼ାଉ, 40ଲିଟର ଦେଶୀ ମଦ ଜବତ, ଦୁଇ ଗିରଫ ସୂଚନା

Nayagarh, Nayagarh | Sep 3, 2025
ଦେଶୀ ମଦ ଜବତ ଦୁଇ ଗିରଫ ସୂଚନା। ସୂଚନା ମୁତାବକ ଆଜି ଅପରାହ୍ନ ଦୁଇ ଘଟିକା ସମୟରେ ନୟାଗଡ଼ ଜିଲ୍ଲା ଫତେଗଡ ଥାନା ଅନ୍ତର୍ଗତ ବନମାଳୀପୁର ପଞ୍ଚାୟତ ଅଧୀନ ପୁରୁଷୋତ୍ତମପୁର ଗ୍ରାମରେ ଆଜି ଖଣ୍ଡପଡ଼ା ଅବକାରୀ ବିଭାଗର ଅଧିକାରୀ ଦୀପକ କୁମାର ଜେନାଙ୍କ ନେତୃତ୍ବରେ ଚଢାଉ କରି ୪୦ ଲିଟର ଦେଶି ମଦ ଜବତ କରିବା ସହ ଦୁଇଜଣ ତଥା ବାପ ପୁଅଙ୍କୁ ଦେଶୀମଦ କାରବାରରେ ଗିରଫ କରିଥିବା ସୂଚନା ମିଳିଛି।
Read More News
T & CPrivacy PolicyContact Us