Install App
silvercitykhabar
This browser does not support the video element.
କଟକ ପୌରାଞ୍ଚଳ: କାନପୁର ଥାନା ଅର୍ନ୍ତଗତ ମାନପୁର ଗାଁରୁ ବେଆଇନ ଇଟା ଚାଲାଣ ହେଉଥିବା ୨ ଟି ଇଟା ବୋଝେଇ ଟ୍ରାକ୍ଟର ଜବତ କଲା ପୋଲିସ
Cuttack M Corp PS, Cuttack | Aug 25, 2025
କଟକ ଜିଲ୍ଲା କାନପୁର ଥାନା ଅର୍ନ୍ତଗତ ମାନପୁର ଗାଁରୁ ବେଆଇନ ଇଟା ଚାଲାଣ ହେଉଥିବା ୨ ଟି ଇଟା ବୋଝେଇ ଟ୍ରାକ୍ଟର ଜବତ କରିଛି ପୋଲିସ କାନପୁର ଥାନା ପୋଲିସ। ବେଆଇନ ଭାବେ ଚିମିନି ଇଟା ଚାଲାଣ ହେଉଥିବା ନେଇ ଖବର ମିଳିବା ପରେ କାନପୁର ଥାନା ପୋଲିସ ଚଢ଼ାଉ କରିଥିଲା। ସେହି ସମୟରେ ଇଟା ବୋଝେଇ ଟ୍ରାକ୍ଟର ଛାଡ଼ି ଫେରାର ହୋଇଗଲେ ଚାଳକ ଓ ହେଲପର। ସୋମବାର ସନ୍ଧ୍ୟା ୬ ଟା ସମୟରେ ଏହି ଚଢାଉ କରାଯାଇଥିଲା।
Share
Read More News
T & C
Privacy Policy
Contact Us
Your browser does not support JavaScript!