This browser does not support the video element.
ବୌଦ୍ଧ ସଦର: ବୌଦ୍ଧ ସହର ଗଣେଶ ବଜାରର ଗଣେଶ ମୁର୍ତ୍ତି ବିସର୍ଜନ ଶୋଭାଯାତ୍ରା ଅନୁଷ୍ଠିତ
Baudh Sadar, Boudh (Bauda) | Sep 2, 2025
ମଙ୍ଗଳବାର ରାତିରେ ବୌଦ୍ଧ ଗଣେଶ ବଜାରର ଗଣେଶ ମୁର୍ତ୍ତି ବିସର୍ଜନ ଶୋଭାଯାତ୍ରା ଅନୁଷ୍ଠିତ ହୋଇ ଯାଇଛି l ବୌଦ୍ଧ ଗଣେଶ ବଜାରର ସମସ୍ତ ବ୍ୟବସାୟୀ ଓ ସଦସ୍ୟ ମାନେ ଏକ ବିଶାଳ ଶୋଭାଯାତ୍ରାରେ ବାହାରି ବିଭିନ୍ନ ସାଂସ୍କୃତିକ ଦଳ ସହ ସହର ପରିକ୍ରମା କରି ଥିଲେ l ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ବୌଦ୍ଧ ପୋଲିସ୍ ଉପସ୍ଥିତ ଥିଲା l ମୁର୍ତ୍ତି ସହ ଶୋଭାଯାତ୍ରା ସହରର ବିଭିନ୍ନ ଅଞ୍ଚଳ ପରିକ୍ରମା କରି ମହାନଦୀରେ ବିସର୍ଜନ କରାଯାଇ ଥିଲା l