Download Now Banner

This browser does not support the video element.

ପାରାଦୀପ: ପାରାଦୀପ ବନ୍ଦର ନିଷିଦ୍ଧାଞ୍ଚଳ ମଧ୍ୟରେ ଦୁର୍ଘଟଣା, ଶ୍ରମିକଙ୍କ ମୃତ୍ୟୁ

Paradip, Jagatsinghpur | Apr 23, 2024
ପାରାଦୀପ ବନ୍ଦରର ନିଷିଦ୍ଧାଞ୍ଚଳରେ ଏସ୍କାଭେଟରରେ କାମ କରୁଥିବା ବିଭୂତି ବାରିକ କୈାଣସି କାରଣବସତଃ ତଳକୁ ଖସି ପଡ଼ିଥିଲେ। ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା। ତାଙ୍କୁ ଆମ୍ବୁଲାନ୍ସ ଯୋଗେ ମେଡିକାଲକୁ ଅଣାଯାଇଛି। ମୃତ ଶ୍ରମିକଙ୍କ ଘର ବଡ଼ମ୍ବା ନରସିଂହପୁରର ବୋଲି ଜଣାପଡିଛି।
Read More News
T & CPrivacy PolicyContact Us