Download Now Banner

This browser does not support the video element.

ଢେଙ୍କାନାଳ ସଦର: ଢେଙ୍କାନାଳ ଜିଲ୍ଲା ଯୋରନ୍ଦା ଠାରେ ଶାରଦୀୟ ଦୁର୍ଗା ପୂଜା ଅବସରରେ ଆଜି ମା'ଙ୍କର ନବମୀ ପୂଜା ଅନୁଷ୍ଠିତ

Dhenkanal Sadar, Dhenkanal | Oct 1, 2025
ଯୋରନ୍ଦାରେ ଶାରଦୀୟ ଦୁର୍ଗା ପୂଜା ଅବସରରେ ଆଜି ଶେଷ ହୋଇଛି ନବମୀ ପୂଜା ଢେଙ୍କାନାଳ ଜିଲ୍ଲା ଯୋରନ୍ଦା ବଜାର ଅଞ୍ଚଳରେ ଆଜି ତା ୧।୧୦ ରିଖ ସନ୍ଧ୍ୟା ୭ଘଣ୍ଟା ସମୟରେ ୧୦ଟି ମଣ୍ଡପରେ ଦୁର୍ଗତନାଶିନୀ ମା ଦୁର୍ଗାଙ୍କର ଶାରଦୀୟ ନବମୀ ପୂଜା ଅନୁଷ୍ଠିତ ହୋଇଛି। ସନ୍ଧ୍ୟା ରେ ବହୁ ସଂଖ୍ୟକ ଶ୍ରଦ୍ଧାଳୁ ଭକ୍ତମାନେ ବିଭିନ୍ନ ପୂଜା ମଣ୍ଡପରେ ନବମୀ ପୂଜାରେ ସାମିଲ ହୋଇ ଦେବୀଙ୍କ ନିକଟରେ ଭୋଗରାଗ କରିଥିଲେ । ସନ୍ଧ୍ୟାରେ ଶ୍ରଦ୍ଧାଳୁ ମାନେ ମଣ୍ଡପ ଗୁଡିକରେ ପୂଜାର୍ଚ୍ଚନା କରୁଥିବାର ଦେଖାଯାଇଥିଲା। ବିଭିନ୍ନ ପୂଜା ମଣ୍ଡପରେ ସଂକୀର୍ତ୍ତନ ଦଳ ଦ୍ୱାରା ଭଜନ ଜଣାଣ ପରିବେଷଣ କରାଯାଉଛି।
Read More News
T & CPrivacy PolicyContact Us