Download Now Banner

This browser does not support the video element.

ଦେବଗଡ: ବସନ୍ତନିବାସ ଡାକବଙ୍ଗଳାରେ କଂଗ୍ରେସର ସାମ୍ବାଦୀକ ସମ୍ମିଳନୀ, ଜିଲ୍ଲାରେ କଂଗ୍ରେସର ସଙ୍ଗଠନ ସିର୍ଜନ ଅଭିଯାନ ଶୁଭାରମ୍ଭ ନେଇ ସୁଚନା

Debagarh, Debagarh (Deogarh) | Sep 2, 2025
ଅଖିଳ ଭାରତୀୟ କଂଗ୍ରେସ କମିଟୀ ପକ୍ଷରୁ ସମଗ୍ର ଭାରତରେ ସଂଗଠନ ସିର୍ଜନ ଅଭିଯାନ ଆରମ୍ଭ ହୋଇଛି । ଏହି ଦେବଗଡ ଜିଲ୍ଲାରେ ମଧ୍ୟ ଏହି ଅଭିଯାନ ଆଜି ଠାରୁ ଆରମ୍ଭ ହୋଇଛି । ଅଖିଳ ଭାରତୀୟ କଂଗ୍ରେସ କମିଟୀ ପକ୍ଷରୁ ପର୍ଯ୍ୟବେକ୍ଷକ ଭାବେ ଅଖିଳ ଭାରତୀୟ କଂଗ୍ରେସ କମିଟୀର ପ୍ରବକ୍ତା ଚରଣ ସିଂ ସାପ୍ରା ଆଜି ଦେବଗଡ ଗସ୍ତରେ ଆସି ଏହି ଅଭିଯାନର ଶୁଭାରମ୍ଭ କରିଛନ୍ତି ।
Read More News
T & CPrivacy PolicyContact Us