This browser does not support the video element.
ସମ୍ବଲପୁର ମ୍ୟୁନିସିପାଲଟି: ମା’ସମଲେଶ୍ୱରୀ ମନ୍ଦିର ପ୍ରାଙ୍ଗଣରେ ‘ସମଲେଶ୍ୱରୀ ଯୁବକ ସଂଘ’ ଦ୍ୱାରା ଅନୁଷ୍ଠିତ “ନୂଆଁଖାଇ ଭେଟ୍ କାର୍ଯ୍ୟକ୍ରମ ରେ ଯୋଗ କେନ୍ଦ୍ରମନ୍ତ୍ରୀ
Sambalpur M, Sambalpur | Aug 28, 2025
ମା’ସମଲେଶ୍ୱରୀ ମନ୍ଦିର ପ୍ରାଙ୍ଗଣରେ ‘ସମଲେଶ୍ୱରୀ ଯୁବକ ସଂଘ’ ଦ୍ୱାରା ଅନୁଷ୍ଠିତ “ନୂଆଁଖାଇ ଭେଟ୍- ୨୦୨୫” କାର୍ଯ୍ୟକ୍ରମ ରେ ଯୋଗ କେନ୍ଦ୍ର ମନ୍ତ୍ରୀ ଧମେନ୍ଦ୍ର ପ୍ରଧାନ l ସମ୍ବଲପୁରରେ ସ୍ୱଚ୍ଛ ପାନୀୟ ଜଳ ଉପଲବ୍ଧ କରାଇବା ସହ ଅଯୋଧ୍ୟା ସରୋବରର ବିକାଶ ତଥା ସମ୍ବଲପୁରର ସର୍ବାଙ୍ଗିନ ବିକାଶ ପାଇଁ ଡବଲ ଇଞ୍ଜିନ ସରକାର ନିରନ୍ତର ପ୍ରୟାସ କରୁଛି ବୋଲି କହିଛନ୍ତି କେନ୍ଦ୍ର ମନ୍ତ୍ରୀ l ସମସାମୟିକ ସମୟରେ ସମ୍ବଲପୁରକୁ ସ୍ୱଚ୍ଛ ଓ ସୁନ୍ଦର ରଖିବା ପାଇଁ ଆମକୁ ସିଙ୍ଗଲ୍ ୟୁଜ୍ ପ୍ଲାଷ୍ଟିକ୍ ବ୍ୟବହାର କମ କରିବାକୁ ହେବ । ମନ୍ଦିରରେ ପ୍ଲାଷ୍ଟିକ ବର୍ଜନ କରିବାକୁ ହେବ । ତେବେ ଯାଇଁ ‘ବିକଶିତ ସମ୍