Download Now Banner

This browser does not support the video element.

ଅମ୍ବାଭୋନା: ଦ୍ବାରୀ ରୋଡ ଓ ଚିଚୋଲି ଗ୍ରାମରୁ ଆଜି 2 ଅଭିଯୁକ୍ତ କୁ ଦେଶିମଦ ସହ ଗିରଫ କଲା ଭଟଲୀ ଅବକାରୀ ବିଭାଗ

Ambabhona, Bargarh (Baragarh) | Aug 21, 2025
ଭଟଲୀ ଅବକାରୀ ବିଭାଗ ତରଫରୁ ଆଜି 11 AM ରେ ଅମ୍ବାଭୋନା ବ୍ଲକର ଦ୍ବାରୀ ରୋଡ ରୁ ଦୁକାଲୂ ସାହୁ କୁ 25 ଲିଟର ଓ ଚିଚୋଲି ଗ୍ରାମର ଶ୍ୟାମ କୁମାର ସା ଙ୍କ ଠୁ 22 ଲିଟର ଦେଶିମଦ ସହ ଗିରଫ କରାଯାଇ ଆଜି 4 PM ରେ କୋର୍ଟଚାଲାଣ କରାଯାଇଥିବା ଭଟଲୀ ଅବକାରୀ ବିଭାଗ ସୁତ୍ରରୁ ପ୍ରକାଶ ।
Read More News
T & CPrivacy PolicyContact Us