Download Now Banner

This browser does not support the video element.

ଭୁବନ: ତରଭୁଜ ଚାଷ ଭୁବନ କୃଷକ ମୁହଁରେ ଫୁଟାଇଛି ହସ,ପାଲଟିଛି ଯୁବକ ମାନଙ୍କ ପାଇଁ ଉଦାହରଣ

Bhuban, Dhenkanal | Mar 11, 2024
ତରଭୁଜ ଚାଷ ଭୁବନ କୃଷକ ମୁହଁରେ ଫୁଟାଇଛି ହସ,ପାଲଟିଛି ଯୁବକ ମାନଙ୍କ ପାଇଁ ଉଦାହରଣ ଆଜିର ଯୁବ ସମାଜ କୃଷି କ୍ଷେତ୍ରରୁ ଦୂରେଇ ଯାଉଥିବା ବେଳେ ତରଭୁଜ ଚାଷ କରି ସଫଳତା ସାଉଁଟିଛନ୍ତି କିଛି ଯୁବକ। ଚାଷରେ ଲାଭବାନ ହୋଇ ନିଜନିଜର ପରିବାର ମଧ୍ୟରେ ହସ ଫୁଟାଇବା ସହ ଶ୍ରମିକ ମାନଙ୍କୁ ଯୋଗାଇ ପାରିଛନ୍ତି ପ୍ରତ୍ୟେକ ଦିନ କାମ। ସେହିପରି ଗ୍ରୀଷ୍ମ ଋତୁରେ ତରଭୁଜ ସମସ୍ତଙ୍କର ପ୍ରୀୟ ହୋଇଥିବାରୁ ଅଞ୍ଚଳବାସୀ ତରଭୁଜ ଖାଇବାର ବେସ ମଜା ନେଉଛନ୍ତି। ଢେଙ୍କାନାଳ ଭୁବନରୁ ଚାଲନ୍ତୁ ଦେଖିବା ଏହି ରିପୋର୍ଟ।
Read More News
T & CPrivacy PolicyContact Us