Download Now Banner

This browser does not support the video element.

ପାରଳାଖେମୁଣ୍ଡି: ପୌର ପରିଷଦ କାର୍ଯ୍ୟାଳୟ ଅଞ୍ଚଳରେ ପୋଲିସ ପକ୍ଷରୁ ମଦ ପେଟି ସହ ଜଣଙ୍କୁ ଅଟକ

Paralakhemundi, Gajapati | Sep 3, 2025
ପୌର ପରିଷଦ କାର୍ଯ୍ୟାଳୟ ଅଞ୍ଚଳରେ ପୋଲିସ ପକ୍ଷରୁ ମଦ ପେଟି ସହ ଜଣଙ୍କୁ ଅଟକ । ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସ୍ଥିତ ପୌର ପରିଷଦ କାର୍ଯ୍ୟାଳୟ ଅଞ୍ଚଳରେ ପୋଲିସ ପକ୍ଷରୁ ମଦ ପେଟି ସହ ଜଣଙ୍କୁ ଧରିଥିବା ଦେଖିବାକୁ ମିଳିଛି। ସୂଚନା ପ୍ରକାରେ ଏକ ସ୍କୁଟି ସାହାଯ୍ୟରେ ଜଣେ ଯୁବକ ଏକ ମଦ ପେଟି ନେଇ ଯାଉଥିବା ବେଳେ ପୋଲିସ୍ ପେଟ୍ରୋଲିଂ ଗାଡ଼ି ସନ୍ଦେହ କରି ସ୍କୁଟି ଟିକୁ ଅଟକାଇ ଯାଞ୍ଚ କରିଥିଲେ। ପରେ ମଦ ପେଟି ସହ ଉକ୍ତ ଯୁବକକୁ ଥାନାକୁ ନେଇ ଅଧିକ ପଚରା ଉଚରା କରି ପାରଳାଖେମୁଣ୍ଡି ଆଦର୍ଶ ଥାନା କେସ ନମ୍ବର ୨୩୭/୨୫ ପ୍ରକାରେ କେସ ରୁଜୁ କରାଯାଇ ତଦନ୍ତ ଆରମ୍ଭ କରିଥିବା ଆଜି ସଂଧ୍ୟା ସାତଟ
Read More News
T & CPrivacy PolicyContact Us