Download Now Banner

This browser does not support the video element.

ମୋହନା: ବିଲକୁ ଚାଷ କରିବାକୁ ଯାଉଥିବା ବେଳେ ରାଜଖମା ମଝି ନଈରେ ଫସି ଗଲା ଟ୍ରାକ୍ଟର

Mohana, Gajapati | Aug 21, 2025
ବିଲକୁ ଚାଷ କରିବାକୁ ଯାଉଥିବା ବେଳେ ମଝି ନଈରେ ଫସି ଗଲା ଟ୍ରାକ୍ଟର l ଏଭଳି ଘଟଣା ଦେଖିବାକୁ ମିଳିଛି ଆଜି ଦିନ ୧୨ ଘଣ୍ଟ ସମୟରେ ଗଜପତି ଜିଲ୍ଲା ଅଡବା ଥାନା ରାଜଖମା ଗାଁରେ l ଅଜି ସକାଳେ ଗାଁର ମନମୋହନ ପାତ୍ର ନଦୀ ସେପଟେ ଥିବା ବିଲରେ ଚାଷ କରିବାକୁ ଟ୍ରାକ୍ଟର ନେଇ ଯାଉଥିଲେ l ହେଲେ ନଦୀ ପାର ବେଳେ ନଦୀ ମଝିରେ ଟ୍ରାକ୍ଟର ଟି ଫସି ଯାଇଛି l ନଦୀ ସେପଟେ ଗ୍ରାମବାସୀଙ୍କ ବିଲ
Read More News
T & CPrivacy PolicyContact Us