Download Now Banner

This browser does not support the video element.

ପାରଳାଖେମୁଣ୍ଡି: ଗଜପତି ଜିଲ୍ଲାରେ ବର୍ଷାକୁ ନେଇ ୟେଲୋ ସଙ୍କେତ ଜାରି କଲା ଆଇ ଏମ ଡି ବିଭାଗ।

Paralakhemundi, Gajapati | Sep 8, 2025
ଗଜପତି ଜିଲ୍ଲାରେ ବର୍ଷାକୁ ନେଇ ୟେଲୋ ସଙ୍କେତ ଜାରି କଲା ଆଇ ଏମ ଡି ବିଭାଗ। ଗଜପତି ଜିଲ୍ଲାରେ ବର୍ଷାକୁ ନେଇ ଆଜି ଅପରାହ୍ନ ତିନିଟା ବେଳେ ୟେଲୋ ସଙ୍କେତ ଜାରି କରିଛି ଆଇ ଏମ୍ ଡି ବିଭାଗ। ଜିଲ୍ଲାରେ ଚଳିତ ମାସ ୯ ସେପ୍ଟେମ୍ବର ଅର୍ଥାତ୍ ଆସନ୍ତା କାଲି ସକାଳ ଆଠଟା ତିରିଶି ମଧ୍ୟରେ ଜିଲ୍ଲାରେ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ଆଇ ଏମ୍ ଡି ବିଭାଗ। ଏଥି ସହ ଜିଲ୍ଲାରେ ଘଡଘଡି ସହ ବର୍ଷା, ସାଙ୍ଗକୁ ୩୦ ରୁ ୪୦ କିଲୋମିଟର ବେଗରେ ପବନ ବହିବା ନେଇ ସଚେତନ କରାଯାଇଛି। ଜିଲ୍ଲାରେ ବହୁ ଥର ଚଡ଼କ ଜନିତ ମୃତ୍ୟୁ ଘଟଣା ଘଟିଥିବାକୁ ଦୃଷ୍ଟି ଆଗରେ ରଖି ଘଡଘଡି ସମୟରେ ସତର୍କ ରହିବାକୁ ଜିଲ୍ଲା
Read More News
T & CPrivacy PolicyContact Us