This browser does not support the video element.
ବିଜେପୁର: ବିଜେପୁର ଠାରେ ଅନନ୍ତ ନାରାୟଣ ମହୋତ୍ସବ ପାଇଁ ସମନ୍ବୟ କମିଟିର ବୈଠକ ଅନୁଷ୍ଠିତ
Bijepur, Bargarh (Baragarh) | Sep 1, 2025
ଅନନ୍ତ ନାରାୟଣ ମହୋତ୍ସବ ପାଇଁ ସମନ୍ବୟ କମିଟିର ବୈଠକ ଅନୁଷ୍ଠିତ ବରଗଡ ଜିଲ୍ଲା ବିଜେପୁର ସହରରେ କେଉଁ ଆବାହମାନ କାଳରୁ ଚାଲି ଆସିଥିବା ଅନନ୍ତ ନାରାୟଣ ପୂଜା ଅନୁଷ୍ଠିତ ହୋଇ ଆସୁଛି। ସମୁଦାୟ ୮ ଗୋଟି ସ୍ଥାନରେ ଅନନ୍ତ ନାରାୟଣ ମେଢ଼ ନିର୍ମାଣ ଖୁବ୍ ଜୋରରେ ଚାଲିଥିବା ବେଳେ, ପ୍ରତିବର୍ଷ ପ୍ରବଳ ଭିଡ଼କୁ ଆଖି ଆଗରେ ରଖି ଆଜି ସ୍ଥାନୀୟ ବ୍ଲକ ଅଫିସ ସଭାଗୃହ ଠାରେ ସମସ୍ତ ପୂଜା କମିଟିର କର୍ମକର୍ତ୍ତା, ସଦସ୍ୟ ଗଣଙ୍କୁ ନେ