Download Now Banner

This browser does not support the video element.

ସମ୍ବଲପୁର ମ୍ୟୁନିସିପାଲଟି: ହୀରାକୁଦ ଜଲଭଣ୍ଡାର ରେ ଖୋଲା ରହିଛି 1ଟି ସୁଇସ ଗେଟ

Sambalpur M, Sambalpur | Sep 10, 2025
ହୀରାକୁଦ ଜଲଭଣ୍ଡାର ରେ ଖୋଲା ରହିଛି 1ଟି ସୁଇସ ଗେଟ l ବାମ ପଟେ 1ଟି ଗେଟ ଖୋଲା ରହିଛି lଆଜି ରାତି 9 ଟା ସୁଦ୍ଧା ହୀରାକୁଦ ଜଳ ଭଣ୍ଡାର ରେ ଜଳସ୍ତର 628.33ଫୁଟ ରହିଛି l ପ୍ରତି ସେକେଣ୍ଡ ରେ ହୀରାକୁଦ ଜଲଭଣ୍ଡାର କୁ ଅଠଶଠି ହଜାର 984କ୍ୟୁସେକ ଜଳ ପ୍ରବେଶ କରୁଛି l ସେହିପରି ଜଲଭଣ୍ଡାର ରୁ ପ୍ରତି ସେକେଣ୍ଡ ରେ ଛପନ ହଜାର 2 ସହ ଅଣାଆଶୀକ୍ୟୁସେକ ଜଳ ନିଷ୍କାସନ କରାଯାଉଛି l
Read More News
T & CPrivacy PolicyContact Us