Install App
bargaon
This browser does not support the video element.
ରାଜଗାଙ୍ଗପୁର: ୪ ବର୍ଷ ହେଲା ଅସମ୍ପୂର୍ଣ୍ଣ ଅବସ୍ଥାରେ ଛାମୁଣ୍ଡା ଅଙ୍ଗନବାଡ଼ି କେନ୍ଦ୍ର ଗ୍ରାମବାସୀ ଓ ଅଭିଭାବକ ମହଲରେ ଅସନ୍ତୋଷ
Rajagangapur, Sundargarh | Sep 8, 2025
ସୁନ୍ଦରଗଡ଼ ଜିଲ୍ଲାର ବଡ଼ଗାଁ ବ୍ଳକ ଅନ୍ତର୍ଗତ ଫୁଲବାରୀ ଗ୍ରାମ ପଞ୍ଚାୟତର ଛାମୁଣ୍ଡା ଗ୍ରାମରେ ୪ ବର୍ଷ ହେଲା ଅସମ୍ପୂର୍ଣ୍ଣ ଅବସ୍ଥାରେ ଅଙ୍ଗନବାଡ଼ି କେନ୍ଦ୍ର ରହିଥିବାବେଳେ ସ୍ଥାନୀୟ ଗ୍ରାମବାସୀ ମାନେ ଆଜି ଅସନ୍ତୋଷ ଦେଖାଦେଇଛି।ଯାହା ଫଳରେ ଗ୍ରାମବାସୀ ମାନେ ଏହି ବିଷୟରେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି।
Share
Read More News
T & C
Privacy Policy
Contact Us
Your browser does not support JavaScript!