Download Now Banner

This browser does not support the video element.

ସମ୍ବଲପୁର ମ୍ୟୁନିସିପାଲଟି: ବୀର ବିର୍ସା ମୁଣ୍ଡା ପଡିଆ ରେ ଅନୁଷ୍ଠିତ ହେବାକୁ ଥିବା ରାମଲୀଳା ପାଇଁ ସମଲେଶ୍ୱରୀ ଙ୍କୁ ଦିଆଗଲା ନିମନ୍ତ୍ରଣ

Sambalpur M, Sambalpur | Sep 10, 2025
ଆଗାମୀ ୨୨ ସେପ୍ଟେମ୍ବର ୨୦୨୫ ରୁ ୦୨ ଅକ୍ଟୋବର ୨୦୨୫ ପର୍ଯ୍ୟନ୍ତ ସମ୍ବଲପୁରର ବୀର ବିର୍ସା ମୁଣ୍ଡା ପଡିଆ ରେ ଅନୁଷ୍ଠିତ ହେବାକୁ ଥିବା ରାମଲୀଳା ତଥା ରାବଣ ଦହନ କାର୍ଯ୍ୟକ୍ରମ ପାଇଁ ଆଜି ମାଁ ସମଲେଶ୍ଵରୀ ଓ ମାଁ ପାଟଣେଶ୍ୱରୀଙ୍କୁ ନିମନ୍ତ୍ରଣ କରାଯାଇଛି। ଏହି ଅବସରରେ, ଆଜି ତାରିଖ ୧୦ ସେପ୍ଟେମ୍ବର ୨୦୨୫, ବୁଧବାର ସକାଳ ୯ଟାରେ ସର୍ବ ପ୍ରଥମେ ଅଇଁଠା ପାଲି ସ୍ଥିତ ପ୍ରେସ କ୍ଲବ ଦ୍ଵାରା ପ୍ରତିଷ୍ଠିତ ଶ୍ରୀ ସିଦ୍ଧି ବିନାୟକ ମନ୍ଦିର ରେ ଅଗ୍ରପୂଜ୍ୟ ଗଣପତି ଙ୍କ ବିଧିବତ ପୂଜା-ପାଠ କରାଯାଇଥିଲା। ଏହା ପରେ ସମ୍ବଲପୁର ର ଇଷ୍ଟଦେବୀ ଜଗତ ଜନନୀ ମାଁ ସମଲେଶ୍ୱରୀ ମନ୍ଦିର ଓ ପରେ ମାଁ ପାଟଣେଶ୍ୱର
Read More News
T & CPrivacy PolicyContact Us