Download Now Banner

This browser does not support the video element.

କୋରାପୁଟ ସହର: କୋରାପୁଟ ଜିଲ୍ଲାରେ ଆସନ୍ତା କାଲି ପ୍ରବଳ ବର୍ଷା ସମ୍ଭାବନା ନେଇ ଓରେଞ୍ଜ ୱାର୍ଣିଂ ଜାରି କରିଛି ରାଜ୍ୟ ପାଣିପାଗ ବିଜ୍ଞାନ କେନ୍ଦ୍ର

Koraput Town, Koraput | Sep 12, 2025
କୋରାପୁଟ ଜିଲ୍ଲାରେ ଆସନ୍ତା କାଲି ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ନେଇ ରାଜ୍ୟ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଓରେଞ୍ଜ ୱାର୍ଣିଂ ଜାରି କରିଛି ରାଜ୍ୟ ପାଣିପାଗ ବିଜ୍ଞାନ କେନ୍ଦ୍ର। ଏନେଇ ଆଜି ଦିନ ୨ଟା ସମୟରେ କୋରାପୁଟ ଜିଲ୍ଲା ପ୍ରଶାସନକୁ ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଛି ଜିଲ୍ଲା ପ୍ରଶାସନ।
Read More News
T & CPrivacy PolicyContact Us