Download Now Banner

This browser does not support the video element.

ଅନୁଗୋଳ: ତୁଳସୀପାଳ ଗ୍ରାମରେ କେନାଲରେ ବୁଡି ଜଣେ ବ୍ୟକ୍ତିଙ୍କର ମୃତ୍ୟୁ

Anugul, Angul | Sep 3, 2025
ଅନୁଗୋଳ ଜିଲ୍ଲା ବଅଁରପାଳ ଥାନା ନିକଟସ୍ତ ତୁଳସୀପାଳ ଗ୍ରାମରେ ଜଣେ ବ୍ୟକ୍ତି ବିଲ କୁ ଯାଇଥିବା ବେଳେ କେନାଲ ରେ ବୁଡି ମୃତ ଘଟିଛି। ମୃତକ ଜଣଙ୍କ ହେଲେ ତୁଳସୀପାଳ ବରସାହିର ଭଗବାନ ବିଶ୍ଵାଳ ଙ୍କ ୫୪ ବର୍ଷୀୟ ପୁଅ ତୈଲୋକ୍ୟ ବିଶ୍ଵାଳ। ତୈଲୋକ୍ୟ ନିଜ ଚାଷ ବିଲକୁ ଧାନ ଦେଖିବା ପାଇଁ ଯାଇଥିଲେ। ତେବେ ତୈଲୋକ୍ୟ ସନ୍ଧ୍ୟା ହୋଇଯାଇଥିବା ବେଳେ ଘରକୁ ନଫେରିବା ରୁ ପରିବାରବର୍ଗ ଖୋଜାଖୋଜି କରିଥିଲେ। ସନ୍ଧ୍ୟା ୭ ଘଟିକା ସମୟରେ ପରିବାରଲୋକେ ତୈଲୋକ୍ୟଙ୍କ ମୃତଦେହ ବିଲ ପାଖରେ ଥିବା କେନାଲ ପାଣିରେ ପଡି ରହିଥିବା ଦେଖିବାକୁ ପାଇଥିଲେ । ମୃତଦେହ ଦେଖି ପରିବାର ଲୋକେ ବଅଁରପାଳ ପୋଲିସ କୁ ଖବର ଦେଇଥ
Read More News
T & CPrivacy PolicyContact Us