This browser does not support the video element.
ଅନୁଗୋଳ: ହେମସୂରପଡ଼ା ଛକ ନିକଟରେ ଭାରସାମ୍ୟ ହରାଇ ଡିଭାଇଡର ଉପରେ ଚଢ଼ିଗଲା କାର
Anugul, Angul | Aug 27, 2025
ଅନୁଗୋଳ ଥାନା ଅନ୍ତର୍ଗତ ହେମସୂରପଡ଼ା ଛକ ନିକଟରେ ଗୋଟିଏ କାର ଭାରସାମ୍ୟ ହରାଇ ଡିଭାଇଡର ଉପରେ ଚଢ଼ି ଯାଇଛି। କିନ୍ତୁ ଏଥିରେ କିଛି କ୍ଷୟକ୍ଷତି ହୋଇନାହିଁ। ମିଳିଥିବା ଖବର ଅନୁସାରେ ଅନୁଗୋଳ ଜିଲ୍ଲା ଅନୁଗୋଳ ଥାନା ଅନ୍ତର୍ଗତ ଗାନ୍ଧୀ ମାର୍ଗରେ ହୁଲୁରିସିଂହା ଆଡୁ ଗୋଟିଏ କାର ଯାହାର ନମ୍ବର od19u5161 ହେମସୂରପଡ଼ା ଛକ ଆଡେ ଆସୁଥିବା ବେଳେ ହେମସୂରପଡ଼ା ଛକ ନିକଟରେ କାରଟି ଭାରସାମ୍ୟ ହରାଇ ଡିଭାଇଡର ଉପରେ ଚଢି ଯାଇଛି। ତେଣୁ ଚାଳକ ଜଣଙ୍କ ଘଟଣା ସ୍ଥଳରୁ ଫେରାର ଥିବା ବେଳେ ଚାଳକ ଜଣଙ୍କ ମଦ୍ୟପାନ କରି ଗାଡି ଡିଭାଇଡର ଉପରେ ଚଢ଼ାଇ ଦେଇଥିବା ସ୍ଥାନୀୟ ଲୋକଙ୍କ ଠାରୁ ସୂଚନା ମିଳିଛି।