Download Now Banner

This browser does not support the video element.

ଭୋଗରାଇ: ଚନ୍ଦନେଶ୍ୱରକୁ ଏନଏସି କରିବା ଘଟଣାରେ ଭୋଗରାଇ ବିଜେପି ପକ୍ଷରୁ ଚନ୍ଦନେଶ୍ୱରରେ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ।

Bhograi, Balasore | Aug 25, 2025
ଚନ୍ଦନେଶ୍ୱରକୁ ଏନଏସି କରିବା ଘଟଣାରେ ଚନ୍ଦନେଶ୍ୱର ରେ ଭୋଗରାଇ ବିଜେପି ପକ୍ଷରୁ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ । ଚନ୍ଦନେଶ୍ୱରକୁ ଏନଏସି କରାଗଲେ ସାଧାରଣ ଲୋକ ହନ୍ତସନ୍ତ ହେବେ ଏବଂ ତାଳସାରି ଉଦୟପୁର ବିକାଶ ହେବା ପରେ ଏନଏସି କରାଯାଉ ବୋଲି ଭୋଗରାଇ ବିଜେପି ଏହି ସାମ୍ବାଦିକ ସମ୍ମିଳନୀ ରେ ଦାବି କରିଛନ୍ତି ।
Read More News
T & CPrivacy PolicyContact Us