Download Now Banner

This browser does not support the video element.

ପାରଳାଖେମୁଣ୍ଡି: ଲାଞ୍ଚୁଆ ଯନ୍ତ୍ରୀଙ୍କୁ ଦୁଇ ବର୍ଷ ସଶ୍ରମ କାରାଦଣ୍ଡ ଓ ଲକ୍ଷେ ଟଙ୍କା ଜରିମାନା

Paralakhemundi, Gajapati | Aug 31, 2025
ଲାଞ୍ଚୁଆ ଯନ୍ତ୍ରୀଙ୍କୁ ଦୁଇ ବର୍ଷ ସଶ୍ରମ କାରାଦଣ୍ଡ ଓ ଲକ୍ଷେ ଟଙ୍କା ଜରିମାନା । ଗଜପତି ଜିଲ୍ଲା ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗର କାର୍ଯ୍ୟରତ ଜଣେ ଯନ୍ତ୍ରୀଙ୍କୁ ଆୟ ବର୍ହିଭୂତ ସଂପତ୍ତି ଠୁଳ କରିଥିବା ଏକ ପୂରୁଣା ମାମଲାରେ ରାଜ୍ଯ ଦୁର୍ନିତୀ ନିବାରଣ ବିଭାଗ ଦୁଇ ବର୍ଷ ସଶ୍ରମ କାରାଦଣ୍ଡ ରେ ଦଣ୍ଡିତ କରିବା ସହିତ ଲକ୍ଷେ ଟଙ୍କା ଜରିମାନା ଚାର୍ଜ କରିଛନ୍ତି । ତାଙ୍କ ନାମ ଅରୁଣ କୁମାର ଜେନା ବୋଲି ସୂଚନା ରହିଛି । ସୂଚନା ଅନୁଯାୟୀ ସେ ବର୍ତ୍ତମାନ ଆର. ଉଦୟଗିରି ଉପଖଣ୍ଡ ଅଧୀନସ୍ଥ ମୋହନାରେ ଜେଇ-୨ ଭାବେ କାର୍ଯ୍ୟରତ ଥିବା ବେଳେ ପୂର୍ବରୁ ମୟୂରଭଞ୍ଜ ଏସ୍ଏସ୍ଏ (ସର୍ବ ଶିକ୍ଷା ଅଭିଯ
Read More News
T & CPrivacy PolicyContact Us