Install App
publicnewskoraput
This browser does not support the video element.
କୋରାପୁଟ ସହର: କୋରାପୁଟ ଜିଲ୍ଲାର ଓଡପୁର ଗ୍ରାମରେ ସପ୍ତାହରେ ୫ ମୃତ୍ୟୁ ନେଇ କୋରାପୁଟ ମେଡିକାଲରେ ପ୍ରତିକ୍ରିୟା ରଖିଛନ୍ତି ମୃତ ପରିବାର
Koraput Town, Koraput | Aug 24, 2025
କୋରାପୁଟ ଜିଲ୍ଲାର ଦଶମନ୍ତପୁର ବ୍ଳକ୍ ଓଡପୁର ଗ୍ରାମରେ ସପ୍ତାହରେ ୫ ଜଣକ ମୃତ୍ୟୁ ହୋଇଥିବା ବେଳେ କୋରାପୁଟ ସହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସ୍ପିଟାଲରେ ଏବେ ମଧ୍ୟ ଗ୍ରାମର ଅନେକ ଝାଡ଼ାବାନ୍ତିରେ ଚିକିତ୍ସିତ ହେଉଛନ୍ତି। ଆଜି ଦିନ ୨ଟା ସମୟରେ ମେଡ଼ିକାଲରେ ପ୍ରତିକ୍ରିୟା ରଖିଛନ୍ତି ମୃତକ ପରିବାର ସଦସ୍ୟ।
Share
Read More News
T & C
Privacy Policy
Contact Us
Your browser does not support JavaScript!