Download Now Banner

This browser does not support the video element.

ମୋହନା: ଡ଼ମ୍ବଗୁଡା ହାଇସ୍କୁଲ ରେ ୪୫ ଲକ୍ଷ୍ୟ ଟଙ୍କା ବୟରେ ନିର୍ମିତ ବିଲଡିଙ୍ଗ ଦୁଇ ବର୍ଷ ଭିତରେ ଫାଟି ଆଁ କଲାଣି l

Mohana, Gajapati | Sep 13, 2025
45 ଲକ୍ଷ୍ୟ ଟଙ୍କା ବୟରେ ନିର୍ମିତ ବିଲଡିଙ୍ଗ ଦୁଇ ବର୍ଷ ଭିତରେ ଫାଟି ଆଁ କଲାଣି l କାନ୍ଥ ରୁ ସିମେଣ୍ଟ ଖସି ମାଡ଼ ଖାଉଛନ୍ତି ଛାତ୍ରଛାତ୍ରୀ l ବିଦ୍ୟାଳୟ ରେ ରହିଛି ଅନେକ ସମସ୍ୟା l ବିଦ୍ୟାଳୟରେ ଶିକ୍ଷକ ଅଭାବ, କମ୍ପୁଟର କ୍ଷତଖାଇଲାଣି, ପାଇଖାନା ରୁ ପାଣି ଯାଉନି। ଆଜି ଦିନ ୧୧ ଘଣ୍ଟ ସମୟରେ ଏଭଳି ଘଟଣା ଦେଖୁବାକୁ ମିଳିଛି ଗଜପତି ଜିଲ୍ଲା ମୋହନା ବ୍ଲକ ଡ଼ମ୍ବଗୁଡା ହାଇସ୍କୁଲ ର lବିଦ୍ୟାଳୟ ର କାମ ନିମ୍ମମlନର ହେବା ଯୋଗୁଁ ମାତ୍ର ଦୁଇ
Read More News
T & CPrivacy PolicyContact Us