This browser does not support the video element.
ଭୁବନେଶ୍ବର ମ୍ୟୁନିସିପାଲଟି କର୍ପୋରେସନ: ୭ ଦଫା ଦାବି ନେଇ ଭୁବନେଶ୍ୱର ଅରଣ୍ୟ ଭବନ ସାମ୍ନାରେ ଆନ୍ଦୋଳନ କଲେ ବନ ବିଭାଗ ଅସ୍ଥାୟୀ କର୍ମଚାରୀ
Bhubaneswar M Corp, Khordha | Sep 1, 2025
ଅରଣ୍ୟ ଭବନ ସାମ୍ନାରେ ଆନ୍ଦୋଳନ କଲେ ବନ ବିଭାଗ ଅସ୍ଥାୟୀ କର୍ମଚାରୀ. ୭ ଦଫା ଦାବି ନେଇ ଆନ୍ଦୋଳନ କରିଛି ସଂଘ. ଆଉଟ ସୋରସିଂ ରେ ୭୦୦୦ କର୍ମଚାରୀ ପାଖାପାଖି ବିଭାଗ ଅଧୀନରେ କାମ କରୁଛନ୍ତି. ସଂଘ କହିଛି ଯେ ଥାର୍ଡ ପାର୍ଟି ଦ୍ୱାରା ଆମେ କରୁଛୁ, କିନ୍ତୁ ବେତନ ଠିକ୍ ଭାବେ ମିଳିନାହିଁ. ପ୍ରତିଦିନ କାମ କରୁଛୁ ବିଭାଗ ପାଇଁ, ପ୍ରତିଦିନ ଜଙ୍ଗଳ ରେ କାମ କରୁଛୁ ଜୀବନକୁ ବାଜି ଲଗାଇ, କିନ୍ତୁ ସେହି ଅନୁସାରେ ସୁବିଧା ମିଳି ପାରୁନାହିଁ. ପ୍ରତିଦିନ ୧୨ ରୁ ୧୫ ଘଁଟା କାମ କଲେ ମଧ୍ୟ ଦିନ ମଜୁରିଆ ଠୁ ଦରମା କମ ମିଲୁଛି.