This browser does not support the video element.
ସମ୍ବଲପୁର ମ୍ୟୁନିସିପାଲଟି: ସମ୍ବଲପୁର ସହରର ଭି ଏସ୍ ଏସ ମାର୍ଗ ରେ ସଡକ ଦୁର୍ଘଟଣା , ଜଣେ ଗୁରୁତର ଆହତ
Sambalpur M, Sambalpur | Oct 8, 2025
ସମ୍ବଲପୁର ସହରର ଭି ଏସ୍ ଏସ ମାର୍ଗ ରେ ସଡକ ଦୁର୍ଘଟଣା , ଜଣେ ଗୁରୁତର ଆହତ l ମିଳିଥିବା ସୂଚନା ଅନୁସାରେ ଆଜି ରାତି ପ୍ରାୟ 7 ଟା ରେ କୁମ୍ଭାର ପଡ଼ାର ଜଣେ ବ୍ୟକ୍ତି ଘରକୁ ଯାଉଥିବା ବେଳେ ଏକ ଅଜଣା ଗାଡ଼ି ତାଙ୍କୁ ଧକ୍କା ଦେବା ଫଳରେ ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା l ସେ ରାସ୍ତାରେ ପଡିଯାଇ ଗୁରୁତର ହୋଇ ପଡ଼ିଥିଲେ l ସେପଟେ ସ୍ଥାନୀୟ ଲୋକଙ୍କ ସହାୟତାରେ ତାଙ୍କୁ ସଦର ହସ୍ପିଟାଲ କୁ ନିଆଯାଇ ରେ ଭର୍ତି କରାଯାଇଥିବା ସୂଚନା ମିଳିଛି. ସେପଟେ ଧକ୍କା ଦେଇଥିବା ଗାଡି ଫେରାର ରହିଛି l